ପ୍ରୋଫାଇଲ ବିବରଣୀ ଦକ୍ଷତାରେ ଓଡ଼ିଶା, ବିଶ୍ବରେ ସର୍ବୋତ୍ତମ

ITI, Gajabahal (Bissam Cuttack)


ଆମ ସଂପର୍କରେ

କେବେ ପ୍ରତିଷ୍ଠା ହେଲା
2013
ଅଧ୍ୟକ୍ଷ
ଶ୍ରୀ ଖେଳରାମ ହେମ୍ବରମ

ଆଇଟିଆଇ, ଗଜବାହଲ (ବିଷମ କଟକ)

  • ପ୍ରତିଷ୍ଠାନ ପ୍ରକାର ସରକାରୀ
  • ଜିଲ୍ଲା ରାୟଗଡା

ଆଇଟିଆଇ ଗଜବାହାଲ ଏଲଡବ୍ଲ୍ୟୁଇ ଯୋଜନା ଅଧୀନରେ ପ୍ରତିଷ୍ଠା ହୋଇଥିଲା। ଏଠାରେ ଏଲଡବ୍ଲ୍ୟୁଇ ଉପଦ୍ରୁତ ଅଞ୍ଚଳର ଯୁବଗୋଷ୍ଠୀଙ୍କୁ ନିଯୁକ୍ତି ଓ ଆତ୍ମନିର୍ଭରଶୀଳ ହେବାପାଇଁ କାରିଗରୀ ବିଦ୍ୟା ଉପରେ ତାଲିମ ଦିଆଯାଉଛି। ୨୦୧୬ ଅଗଷ୍ଟ ମାସରୁ ଏନସିଭିଟି ପାଠ୍ୟକ୍ରମ ଅଧୀନରେ ଇଲେକ୍ଟ୍ରିସିଆନ ଓ ଫିଟର ଟ୍ରେଡରେ ପାଠ୍ୟକ୍ରମ ଉପଲବ୍ଧ ଅଛି।

ଯୋଗାଯୋଗ ନମ୍ବର ଅାପଣଙ୍କୁ ଆମ ପାଖରେ ପାଇ ଖୁସି.

 ଫୋନ୍/ମୋବାଇଲ୍ ନମ୍ବର
8980035233/06863-247147
ଇମେଲ୍
[email protected]
ଠିକଣା
ଗଜବାହଲ (ବିଷମ କଟକ), ଜିଲ୍ଲା-ରାୟଗଡା, ପିନ୍- ୭୬୫୦୧୯
ୱେବସାଇଟ
--

ପାଠ୍ୟକ୍ରମ ବିବରଣୀ

ପାଠ୍ୟକ୍ରମ ନାମ ପାଠ୍ୟକ୍ରମ ଅବଧି ସ୍ଥାନ ସଂଖ୍ୟା ଯୋଗ୍ୟତା
ବିଦ୍ୟୁତ ଯନ୍ତ୍ରୀ 24 ମାସରେ 5040 ଘଣ୍ଟା 42 ମାଟ୍ରିକ
ଫିଟର 24 ମାସରେ 5040 ଘଣ୍ଟା 42 ମାଟ୍ରିକ

ଆପଣଙ୍କ ପ୍ରଶ୍ନ ପଠାନ୍ତୁ

ଆପଣ ଜାଣିବାକୁ ଚାହୁଁଥିବା ପ୍ରଶ୍ନର ଯଦି କୌଣସି ଉତ୍ତର ନପାନ୍ତି, ତେବେ ଆମ ପାଖକୁ ସିଧାସଳଖ ଲେଖନ୍ତୁ।

captcha image
loading
ଆପଣଙ୍କ ପ୍ରଶ୍ନ ପଠାନ୍ତୁ
rotate

ବର୍ତ୍ତମାନ ଏହି ୱେବସାଇଟକୁ ଲାଣ୍ଡସ୍କେପ୍ ମୋଡରେ ଦେଖି ହେବନାହିଁ। ସଠିକ ଭାବେ ଦେଖିବାକୁ ପୋଟ୍ରେଟ୍ ମୋଡରେ ରଖନ୍ତୁ।